ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ

Jul 20, 2024 - 12:57
 0  1
ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ

ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦ୍ର ଲୋକସେବା ଆୟୋଗ ତଥା ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି । ତାଙ୍କ କାର୍ଯ୍ୟକାଳ ୨୦୨୯ରେ ସରିଥାନ୍ତା  । କିନ୍ତୁ କାର୍ଯ୍ୟକାଳ ସରିବାର ୫ ବର୍ଷ ପୂର୍ବରୁ ସେ  ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର ।ଗତ ୨୦୧୭ରେ ସେ ଲୋକସେବା ଆୟୋଗର ସଦସ୍ୟ ରୂପେ ହୋଇଥିଲେ ସାମିଲ  । ୨୦୨୩ ମେ ୧୬ ତରିଖରେ ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ  ମନୋଜ ସୋନି । ତେବେ ତାଲିମ୍ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ବିବାଦ ବେଳେ ମନୋଜ ସୋନୀଙ୍କ ଇସ୍ତଫା ୟୁପିଏସସିକୁ କରିଛି   ଆହୁରି ବିବାଦୀୟ ।

What's Your Reaction?

like

dislike

love

funny

angry

sad

wow