NEET କାଉନସିଲିଂ ଉପରେ ଲାଗିବନି ରୋକ:

Jun 11, 2024 - 15:16
 0  3
NEET କାଉନସିଲିଂ ଉପରେ ଲାଗିବନି ରୋକ:

ନିଟ୍ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ଦେଖାଦେଇଛି ବିବାଦ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ଏବଂ କାଉନସେଲିଂ ବନ୍ଦ କରିବାକୁ ସର୍ବୋଚ୍ଚଅଦାଲତରେ ଦାଖଲ ହୋଇଥିଲା ପିଆଇଏଲ , ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଛନ୍ତି ସର୍ବୋଚ୍ଚଅଦାଲତ । ଏହାସହ ଏନଟିଏକୁ ନୋଟିସ ମଧ୍ୟ ଜାରି କରି ସର୍ବୋଚ୍ଚଅଦାଲତ  କହିଛନ୍ତି ଯେ, ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି ତେଣୁ ଏ ବାବଦରେ ଏନଟିଏ ଜବାବ ଦେବା ଆବଶ୍ୟକ । ଯେଉଁ ପିଆଇଏଲ ଦାଖଲ ହୋଇଥିଲା ସେଥିରେ ନିଟ୍ ପରୀକ୍ଷାକୁ ରଦ୍ଦ କରିବା ସହ ପୁଣିଥରେ ଆୟୋଜିତ କରିବାକୁ ଦାବି ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow