୩୯ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ
Former US President Donald Trump has imposed a complete travel ban on seven countries and Palestinians. In addition, partial entry restrictions have been imposed on citizens of 15 more countries. With this move by the Trump administration, the total number of countries facing US travel or entry restrictions has risen to 39. These restrictions will come into effect from January 1.
ପୁଣି ୭ଟି ଦେଶ ଏବଂ ପାଲେଷ୍ଟେନୀୟଙ୍କ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଏହା ସହିତ, ଅନ୍ୟ ୧୫ଟି ଦେଶର ନାଗରିକଙ୍କ ଉପରେ ଲଗାଯାଇଛି ଆଂଶିକ ପ୍ରବେଶ ପ୍ରତିବନ୍ଧକ। ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ସହିତ, ଆମେରିକାରୁ ଯାତ୍ରା ପ୍ରତିବନ୍ଧକ କିମ୍ବା ପ୍ରବେଶ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ଦେଶର ସଂଖ୍ୟା ୩୯କୁ ପାଇଛି ବୃଦ୍ଧି।ଏହି ପ୍ରତିବନ୍ଧକ ଜାନୁଆରି ୧ତାରିଖରୁ ହେବ କାର୍ଯ୍ୟକାରୀ।
Jangyaseni Parida