ଆଜି ପବିତ୍ର ଗୁରୁ ଦିବସ

Sep 5, 2024 - 11:13
 0  11
ଆଜି ପବିତ୍ର ଗୁରୁ ଦିବସ

 ଆଜି ହେଉଛି ପବିତ୍ର ଗୁରୁ ଦିବସ। ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ଏହି ଦିବସକୁ ପାଳୁଛି ସାରା ଦେଶ । ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥିକୁ ଗୁରୁଦିବସ ଭାବେ କରାଯାଉଛି ପାଳନ । ବିନା ଗୁରୁରେ କେହି କେବେ ଛୁଇଁପାରିନାହାନ୍ତି ସଫଳତାର ଶିଖର।  ।ବାପାମାଆଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢିବା ପାଇଁ ଦେଖାଇଥାଆନ୍ତି ସଠିକ ମାର୍ଗ । ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ ଓ ଶୃଙ୍ଖଳିତ କରିବାରେ ଗୁରୁଙ୍କ ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ।ତେଣୁ ଏହି ଅବସରରେ ଶିକ୍ଷା, ଦୀକ୍ଷା ଓ କର୍ମ ଆଦି ବିଭିନ୍ନ କ୍ଷେତ୍ରରେ ନିଜ ନିଜ ଗୁରୁରଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜଣାଇଛନ୍ତି ଶିଷ୍ୟ । 

What's Your Reaction?

like

dislike

love

funny

angry

sad

wow