ଆଜି ବନ୍ଦ ରହିବ ଭୂବନେଶ୍ୱର ଏକ ନମ୍ବର ହାଟ

Jan 20, 2026 - 13:17
 0  1
ଆଜି ବନ୍ଦ ରହିବ ଭୂବନେଶ୍ୱର ଏକ ନମ୍ବର ହାଟ

ଭୂବନେଶ୍ୱର ଏକ ନମ୍ବର ହାଟରେ ନିଆଁ ଲାଗିବା ପରେ ଚେତିଲା ପ୍ରଶାସନ। ଆଜି ଗୋଟିଏ ଦିନକ ପାଇଁ ଏକ ନମ୍ବର ହାଟ ବନ୍ଦ କରିବାକୁ ନିଆଯାଇଛି  ନିଷ୍ପତ୍ତି। ଯଦି ଆବଶ୍ୟକ ପଡେ, ତେବେ ବନ୍ଦ ଅବଧିକୁ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ  ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ବର ୧ ନମ୍ବର ହାଟରେ ଅନୁଧ୍ୟାନ କରାଯାଇଛି ସ୍ଥିତି। କିଛି ଦୋକାନୀ ମାନୁନାହାନ୍ତି ନିୟମ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ଜୋରରେ ଲାଗିଥିଲା ନିଆଁ। ସୂଚନାଯୋଗ୍ୟ ଯେ,ସୋମବାର ବିଳମ୍ବିତ ରାତିରେ ୟୁନିଟ -୧ମାର୍କେଟରେ ନିଆଁ ଲାଗି ଜଳିଯାଇଛି ପ୍ରାୟ ୫୦ରୁ ଅଧିକ ଦୋକାନ। 

What's Your Reaction?

like

dislike

love

funny

angry

sad

wow