ଆଶାରାମଙ୍କୁ ଆଶ୍ୱସ୍ତି, ମିଳିଲା ଜାମିନ
ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ମିଳିଲା ଆଶ୍ୱସ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ମାର୍ଚ୍ଚ ୩୧ ଯାଏ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସର୍ବୋଚ୍ଚଅଦାଲତ ।ଜୋଧପୁର ସେଣ୍ଟ୍ରାଲ କାରାଗାରରୁ ଭଗତ କି କୋଠିରେ ତିଆରି ଆରୋଗ୍ୟ ଚିକିତ୍ସା କେନ୍ଦ୍ରରେ ଆଶାରାମଙ୍କୁ କରାଯାଇଛି ଭର୍ତ୍ତି । ସେଠାରେ ଚାଲିଛି ତାଙ୍କର ହୃଦୟ ଚିକିତ୍ସା ।
What's Your Reaction?