ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏନ ଭି ହରିହର ରାଓ ଗିରଫ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ।ହରିହରଙ୍କ ୧୧ଟି ଠିକଣାରେ ହୋଇଥିଲା ଚଢାଉ ।ଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ୪୬.୪୫ ଲକ୍ଷ ଟଙ୍କା, ୨ଟି କୋଠା, ଫ୍ଲାଟ, ୨ଟି ବେନାମୀ ଫ୍ଲାଟ, ୫ଟି ପ୍ଲଟ୍, ୩.୪୨ କୋଟିର ଜମା, ୫୧୦ ଗ୍ରାମ ସୁନା ଠାବ କରିଛି ଭିଜିଲାନ୍ସ।
What's Your Reaction?