ଇରାନରେ ସାମରିକ ଆଇନ ଲାଗୁ

The situation in unrest-hit Iran is worsening day by day. Amid anti-government protests and escalating violence, martial law has now been imposed across the country. Under the orders, security forces have been directed to shoot on sight. Strong remarks and threats by US President Donald Trump have further intensified the crisis. According to a report by Iran International, the Iranian government has taken these harsh measures to bring the situation under control.

Jan 15, 2026 - 15:39
 0  1
ଇରାନରେ ସାମରିକ ଆଇନ ଲାଗୁ

ଅଶାନ୍ତ ଇରାନରେ ଦିନକୁ ଦିନ ବିଗୁଡୁଛି ସ୍ଥିତି । ସରକାର ବିରୋଧୀ ପ୍ରତିବାଦ ଓ ବଢୁଥିବା ହିଂସା ମଧ୍ୟରେ, ଏବେ ସାରା ଦେଶରେ  ଲାଗୁ କରାଯାଇଛି ସାମରିକ ଆଇନ। ଆଇନ ଅନୁସାରେ ଦେଖିଲା ମାତ୍ରେ ଗୁଳି କରିବାକୁ ଦିଆଯାଇଛି ଆଦେଶ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ମନ୍ତବ୍ୟ ଓ ଧମକ ପରିସ୍ଥିତିକୁ କରିଛି ଆହୁରି ସଙ୍କଟ ।ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ,ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି କଠୋର ପଦକ୍ଷେପ ନେଇଛନ୍ତି ଇରାନ ସରକାର।

What's Your Reaction?

like

dislike

love

funny

angry

sad

wow