ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ; ୩୪ ଜୀବନ ମୃତ

Sep 12, 2024 - 11:55
 0  1
ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ; ୩୪ ଜୀବନ ମୃତ

ଗାଜାରେ ଇସ୍ରାଏଲର ବଡ ଧରଣର ଆକ୍ରମଣ । ଗାଜାରେ ଏକ ସ୍କୁଲକୁ ନିଶାଣ କରିଛି ଇସ୍ରାଏଲ ସେନା । ଯେଉଁଥିରେ ୩୪ ଜଣଙ୍କ ଜୀବନ ଯାଇଥିବାବେଳେ ୧୮ଜଣ ହୋଇଛନ୍ତି ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ଅନେକ ଶିଶୁ ଓ ମହିଳା ।ଗାଜାରେ ଅନେକ ବିସ୍ଥାପିତ ଏହି ସ୍କୁଲରେ ଶରଣ ନେଇଥିବା ବେଳେ ଇସ୍ରାଏଲ ସେନା ପକ୍ଷରୁ ଏହା ଉପରେ କରାଯାଇଥିଲା  ଏୟାର ଷ୍ଟ୍ରାଇକ୍‌ । ତେବେ ସ୍କୁଲରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ଏହାକୁ ନିଶାଣ କରାଯାଥିବା କହିଛି ଇସ୍ରାଏଲ ।

What's Your Reaction?

like

dislike

love

funny

angry

sad

wow