ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Aug 23, 2024 - 13:26
 0  3
ଓଏସଆରଟିସି ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଆରଟିସି ମୂଖ୍ୟ ଆକାଉଣ୍ଟସ ଅଧିକାରୀ ବିଜୟ କୁମାର ମଙ୍ଗରାଜଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।  ଏକାସାଙ୍ଗରେ ୭ଟି ସ୍ଥାନରେ ହେଉଛି ଚଢାଉ । ଭୁବନେଶ୍ବର କାର୍ଯ୍ୟାଳୟ ସମେତ  ନନ୍ଦନ ବିହାର, ପଳାଶୁଣିର ଦୁଇଟି ଘର ଓ ବାରିପଦା ଷ୍ଟେସନ ରୋଡରେ ଚାଲିଛି ଯାଞ୍ଚ ।ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର ସୁନା ଅଳଙ୍କାର ।ଏପରିକି କେରଳରେ ମଧ୍ୟ ମଙ୍ଗରାଜଙ୍କ ଏକ ଘର ରହିଥିବା ମିଳିଛି ସୂଚନା।

What's Your Reaction?

like

dislike

love

funny

angry

sad

wow