ଓଲଟିଲା କାର୍‌, ୩ ଯାତ୍ରୀ ଆହତ! NH-16ରେ ଦୁର୍ଘଟଣା

Sep 24, 2026 - 12:06
ଓଲଟିଲା କାର୍‌, ୩ ଯାତ୍ରୀ ଆହତ! NH-16ରେ ଦୁର୍ଘଟଣା

ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତରେ ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା କାର୍‌। ଦୁର୍ଘଟଣାରେ କାର୍‌ରେ ଥିବା ୨ରୁ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ବେଳେ ଛତରଗଡ଼ ନିକଟରେ ଘଟିଛି ଦୁର୍ଘଟଣା। 

ଓଲଟିଲା କାର୍‌, ୨ରୁ ୩ଜଣ ଯାତ୍ରୀ ଆହତ । ୧୬ ନଂ ଜାତୀୟ ରାଜପଥ ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତରେ ଭାରସାମ୍ୟ ହରାଇ ଓଲଟିଲା କାର । ଫଳରେ କାରରେ ଥିବା ୨ରୁ ୩ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କାରଟି ଛତରଗଡ ନିକଟରେ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।  

What's Your Reaction?

like

dislike

love

funny

angry

sad

wow