ଓଡିଶାକୁ ଫେରିବ ଶୀତ

Dec 5, 2024 - 12:59
 0  5
ଓଡିଶାକୁ ଫେରିବ ଶୀତ

କିଛି ଦିନର ବିରତି ପରେ ପୁଣି ଆସନ୍ତାକାଲିଠାରୁ ଓଡିଶାକୁ ଫେରିବ ଶୀତ।ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି କରାଯାଇଛି ଆକଳନ। ୬ ତାରିଖରେ ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହୋଇପାରେ ହାଲୁକା ବର୍ଷା । ୭ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କମିବ ତାପମାତ୍ରା ।

What's Your Reaction?

like

dislike

love

funny

angry

sad

wow