ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଦୀପଙ୍କ ଘର, କାର୍ଯ୍ୟାଳୟ ସହିତ ୫ଟି ସ୍ଥାନରେ ହୋଇଥିଲା ଏକକାଳୀନ ଚଢ଼ାଉ।  ଏହି ଚଢ଼ାଉ ସମୟରେ ମିଳିଥିଲା ଅଢ଼େଇ କୋଟି ଟଙ୍କା ଜମା, ୨ଟି କୋଠା ଏବଂ ୮୫୦ ଗ୍ରାମ୍‌ର ସୁନା ।