ଚାନ୍ଦବାଲି ଅଂଚଳର ୫ଜଣ ଡେଙ୍ଗୁ ଆକ୍ରାନ୍ତ

Jul 31, 2024 - 15:45
 0  2
ଚାନ୍ଦବାଲି ଅଂଚଳର ୫ଜଣ ଡେଙ୍ଗୁ ଆକ୍ରାନ୍ତ

ରାଜ୍ୟରେ ଲଗାଣ ବର୍ଷା ସହିତ ବଢ଼ିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳରେ ୫ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି  ଚିହ୍ନଟ। ଏହି ଘଟଣା ସ୍ୱାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟ ବିଭାଗ ଗାଁକୁ ଯାଇ ଏହି ଘଟଣାର ତନାଘନା ଯାଞ୍ଚ କରିବା ସହିତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସମ୍ପର୍କରେ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଅଞ୍ଚଳରେ ମଶା ମାରା ଧୂଆଁ ସ୍ପ୍ରେ କରାଯାଇ ପରିଵଶକୁ ମଧ୍ୟ ସଫା ରଖାଯାଉଛି । 

What's Your Reaction?

like

dislike

love

funny

angry

sad

wow