ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ପରୀକ୍ଷା ଫଳ ପ୍ରକାଶ ପାଇବାରେ ଆଉ ହେବନି ବିଳମ୍ବ ।ସେପଟେ ଆଜି ଯୁକ୍ତ ତିନି ଆବେଦନର ଥିଲା ଶେଷ ତାରିଖ ।+୨ ପରୀକ୍ଷା ଫଳ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩ ପାଇଁ କରିପାରି ନାହାନ୍ତି ଆବେଦନ ,ଯେଉଁଥିପାଇଁ ହୋଇଛି ଅଭିଯୋଗ। ତେଣୁ ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରି ନିତ୍ୟାନନ୍ଦ ଗଣ୍ଡ । ପିଲାମାନେ ଆଦୌ ବ୍ୟସ୍ତ ନହେବାରୁ କହିଛନ୍ତି ମନ୍ତ୍ରୀ ।
What's Your Reaction?






