ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି , ଖୁବଶୀଘ୍ର କରାଯିବ ସମାଧାନ
Even before the implementation of the queue-based darshan system at the Shree Jagannath Temple, certain flaws have been detected. These issues will be resolved at the earliest. The queue darshan system will be implemented at the temple only after the entire arrangement is made fully systematic and error-free. The agency responsible has been instructed to use technology and technical expertise to address and rectify the shortcomings. Law Minister Prithviraj Harichandan stated that the queue darshan system will be launched only after it becomes completely flawless.
ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ହିଁ ଧରାପଡିଛି ତ୍ରୁଟି । ଯାହାର ଖୁବଶୀଘ୍ର କରାଯିବ ସମାଧାନ । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ହେବା ପରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ହେବ ଲାଗୁ । ଜ୍ଞାନକୌଶଳ ବ୍ୟବହାର କରି ତ୍ରୁଟିର ସମାଧାନ ପାଇଁ ଦାୟିତ୍ବରେ ଥିବା ଏଜେନ୍ସିକୁ ଦିଆଯାଇଛି ନିର୍ଦ୍ଦେଶ । ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେଲେ ହିଁ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
What's Your Reaction?