ଓଡିଶାରେ ଆହୁରି ଥରାଇବ ଶୀତ ଲହରି

Meanwhile, the cold wave in Odisha is set to intensify further. Although there is a possibility that temperatures may rise by 2 to 3 degrees Celsius over the next three days, the mercury is expected to drop again by 2 to 4 degrees thereafter. This information has been shared by the Director of the Regional Meteorological Centre, Dr. Manorama Mohanty.

Jan 2, 2026 - 17:57
 0  2
ଓଡିଶାରେ ଆହୁରି ଥରାଇବ ଶୀତ ଲହରି

ଓଡିଶାରେ ଆହୁରି ଥରାଇବ ଶୀତ ଲହରି। ଆସନ୍ତା ୩ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଥିଲେ ମଧ୍ୟ ପରେ ପୁଣି ୨ରୁ ୪ଡିଗ୍ରୀ କମିବ ପାରଦ । ଏନେଇ ସୂଚନା ଦେଇଛନ୍ତି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି।

What's Your Reaction?

like

dislike

love

funny

angry

sad

wow