ପଶ୍ଚିମବଙ୍ଗରେ ବିଜେପିକୁ ପଛରେ ପକାଇଲା ଟିଏମ୍ସି

ପଶ୍ଚିମବଙ୍ଗରେ ଚାଲିଛି କଡା ଟକ୍କର। କେତେବେଳେ ବିଜେପି ଆଗରେ ରହୁଛି ତ ଆଉ କେତେବେଳେ ଟିଏମ୍ସି। ଏବେ ବିଜେପିକୁ ପଛରେ ପକାଇ ଆଗକୁ ବଢ଼ିଛି ମମତା ଦିଦିଙ୍କ ଦଳ ତୃଣମୂଳ କଂଗ୍ରେସ।ନିର୍ବାଚନ ଆୟୋଗର ପ୍ରାରମ୍ଭିକ ଧାରା ଅନୁଯାୟୀ, ପଶ୍ଚିମବଙ୍ଗର ୪୨ଟି ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୮ଟିରେ ଆଗୁଆ ଅଛି ଟିଏମ୍ସି। ସେହିପରି ବିଜେପି ୩ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି।
What's Your Reaction?






