ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

May 31, 2024 - 13:31
 0  21
ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା।ଏଥିସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଯୋଗାଇଦେବାକୁ ପ୍ରେସରିଲିଜ ଜାରି କରି ସୂଚନା ଦେଇଛନ୍ତି ଏସଆରସି । ଅନ୍ୟପଟେ ହାସପାତାଳରେ ଚିକିତ୍ସିତ ହେଉଛନ୍ତି ୨୬ ଜଣ ଆହତ । ସେପଟେ ଜାତୀୟ ମାନବାଧିକାର କମିଶନରେ ଏନେଇ ରୁଜୁ ହୋଇଛି ମାମଲା  । ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୩୦ ଲକ୍ଷ ଟଙ୍କାର ସହାୟତା ଓ ଅନ୍ୟାନ ସୁବିଧା ଯୋଗାଇଦେବାକୁ କରାଯାଇଛି ଦାବି ।

What's Your Reaction?

like

dislike

love

funny

angry

sad

wow