ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ

A well-marked low-pressure area has formed over the Bay of Bengal. Within the next 24 hours, it is expected to move northward and further intensify into a depression. Due to its impact, there is a possibility of heavy rainfall across the state. A rainfall alert has been issued for the next five days. Meanwhile, the Meteorological Department has predicted that the monsoon will likely touch Odisha within the next two days. The conditions remain favorable for the arrival of the monsoon.

May 28, 2025 - 13:03
 0  6
ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଡକୁ ଗତି କରିବା ସହ ଆହୁରି ଘନୀଭୂତ ହୋଇ ଅବପାତରେ ହେବ ପରିଣତ । ଏହାର ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବାର ରହିଛି ସମ୍ଭାବନା।ଆଗାମୀ ୫ ଦିନ ପାଇଁ  ଜାରି କରାଯାଇଛି ବର୍ଷା ସତର୍କତା ।ସେପେଟେ ଦିନେ ଦୁଇ ଦିନରେ ମୌସୁମୀ ଓଡିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମୌସୁମୀ ପାଇଁ ଅନୁକୂଳ ରହିଛି ପାଗ। 

What's Your Reaction?

like

dislike

love

funny

angry

sad

wow