ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ

Oct 8, 2024 - 12:02
 0  4
ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଯୋଜନା ବିଭାଗର ପ୍ରାଇଭେଟ୍ ସେକ୍ରେଟାରୀ ରମେଶ ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ରମେଶଙ୍କ  ୮ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ।  ଭୁବନେଶ୍ୱର କଳିଙ୍ଗନଗରରେ ଥିବା ୨ ମହଲା ବିଶିଷ୍ଟ ଘର, ଭୁବନେଶ୍ବର ଗୋଠପାଟଣା ଥିବା ୩ ମହଲା ବିଶିଷ୍ଟ କୋଠା,ପୁରୀ ଖୁଣ୍ଟିଆ ବାଣପୁରରେ ପୈତୃକ ଘର,ୟୁନିଟ ୨ରେ ଥିବା ସରକାରୀ ବାସଭଭନ ସମେତ ଖୋର୍ଦ୍ଧା ଟାଙ୍ଗୀରେ ସମ୍ପର୍କୀୟଙ୍କ ଘର ଓ କାର୍ଯ୍ୟାଳୟରେ ଚାଲିଛି ଚଢାଉ । ଚଢାଉରେ ସାମିଲ ଅଛନ୍ତି  ୮ ଜଣ ଡିଏସପି,୩ ଜଣ ଇନସପେକ୍ଟରଙ୍କ ସମେତ ୧୦ ଏଏସଆଇ।

What's Your Reaction?

like

dislike

love

funny

angry

sad

wow