ଭିଡିଓ କଲରେ ଅନୁଷ୍କାଙ୍କୁ ଝଡ ତୋଫାନର ଝଲକ ଦେଖାଇଲେ ବିରାଟ

Jul 3, 2024 - 16:44
 0  4
ଭିଡିଓ କଲରେ ଅନୁଷ୍କାଙ୍କୁ ଝଡ ତୋଫାନର ଝଲକ ଦେଖାଇଲେ ବିରାଟ

ବିରୁଷ୍କାଙ୍କ ଭିଡିଓ କଲ୍ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ପ୍ରଶଂସକ ଖୁବ୍ ପସନ୍ଦ କରି ଥାଆନ୍ତି। ନିକଟରେ ଭାଇରାଲ ହେବାରେ ଲାଗିଛି ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ଭିଡିଓ କଲର ଭିଡିଓ। ଯେଉଁଥିରେ କ୍ରିକେଟର ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବାର୍ବାଡସରେ ଝଡ ତୋଫାନ ଯୋଗୁଁ ଅଶାନ୍ତ ପାଗର ଝଲକ ଦେଖାଇଥିବାର ନଜର ଆସିଛନ୍ତି। ବିରାଟ କୋହଲି ଆଇସିସି ଟି -୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ୍ ଦଳ ସହ ବାର୍ବାଡସରେ ଅଟକି ରହିଥିଲେ।

What's Your Reaction?

like

dislike

love

funny

angry

sad

wow