ଭୂକମ୍ପରେ ଥରିଲା ନେପାଳ

Dec 21, 2024 - 12:43
 0  4
ଭୂକମ୍ପରେ ଥରିଲା ନେପାଳ

 ୪.୮ ତିବ୍ରତା ଭୂକମ୍ପରେ ଥରିଲା ଭାରତର ପଡୋଶୀ ଦେଶ ନେପାଳ । ନେପାଳ ସହ ଉତ୍ତରାଖଣ୍ଡରେ ମଧ୍ୟ ଅନୁଭୂତ ହୋଇଛି ଏହି ଭୂକମ୍ପର ଝଟକା। ତେବେ ଭାରତୀୟ ସମୟ ଅନୁସାରେ ଭୂକମ୍ପର ସମୟ  ସକାଳ ୩ ଟା ୫୮ ମିନିଟ୍‌ ଅନୁଭୂତ ହୋଇଥିବା ସୂଚନା । ଏଥିରେ ସାମ୍ନାକୁ ଆସି ନାହିଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବାର ସୂଚନା । 
 

What's Your Reaction?

like

dislike

love

funny

angry

sad

wow