ଜରୁରୀକାଳାନ ଅବତରଣ ବେଳେ ବିମାନ ଦୁଇଖଣ୍ଡ,୭ ମୃତ
A plane split into two during an emergency landing, resulting in the death of seven people on the spot. The tragic incident occurred in San Mateo city in central Mexico. Due to a technical malfunction, a private aircraft was preparing for an emergency landing, but the attempt failed, leading to the crash. There were eight passengers and two crew members on board the aircraft. Following the incident, panic spread across the local area.
ଜରୁରୀକାଳାନ ଅବତରଣ ବେଳେ ଦୁଇଖଣ୍ଡ ହେଲା ବିମାନ। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୭ ଜୀବନ ।ମଧ୍ୟ ମେକ୍ସିକୋର ସେନ୍ ମାତେଓ ସହରରେ ଘଟିଛି ଏହି ଦୁର୍ଘଟଣା। ଏକ ଘରୋଇ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବାରୁ ତାହା ଜରୁରୀକାଳାନ ଅବତରଣ ପାଇଁ ହେଉଥିଲା ପ୍ରସ୍ତୁତ। କିନ୍ତୁ ଏହା ବିଫଳ ହୋଇ ଘଟିଥିଲା ଦୂର୍ଘଟଣା। ବିମାନରେ ୮ଜଣ ଯାତ୍ରୀଙ୍କ ସହ ଥିଲେ ଦୁଇ ଜଣ କ୍ରୁ ସଦସ୍ୟ। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଆତଙ୍କ ।
Jangyaseni Parida