ଦିଲ୍ଲୀ ପ୍ରଦୂଷଣ ନେଇ ସର୍ବୋଚ୍ଚଅଦାଲତଙ୍କ ଉଦ୍‌ବେଗ

Delhi’s air pollution remains out of control, with air quality continuing to deteriorate to extremely poor levels. As of 6 a.m. today, Delhi’s Air Quality Index (AQI) stood at 456. Hundreds of flights were cancelled, while around 300 flights were delayed. The Central Pollution Control Board (CPCB) stated that this is the second-worst AQI of the current season. Dense fog, severe air pollution, and respiratory problems have forced many Delhi residents to consider moving elsewhere. Meanwhile, the Supreme Court has expressed serious concern over the pollution situation, stating that people are not changing their lifestyles and that issued guidelines are not being followed. The court also observed that economically weaker sections are the worst affected by pollution. A major hearing on Delhi’s pollution issue will be held in the Supreme Court on the 17th.

ଦିଲ୍ଲୀ ପ୍ରଦୂଷଣ ନେଇ ସର୍ବୋଚ୍ଚଅଦାଲତଙ୍କ ଉଦ୍‌ବେଗ

ନିୟନ୍ତ୍ରଣକୁ ଆସୁନି ଦିଲ୍ଲୀ ବାୟୁ ପ୍ରଦୂଷଣ ।ଅତି ଖରାପ ହୋଇ ଚାଲିଛି ବାୟୁ ଗୁଣବତ୍ତା ।  ଆଜି ସକାଳ ୬ଟା ସୁଦ୍ଧା ୪୫୬ ଥିଲା ଦିଲ୍ଲୀ ବାୟୁ ମାନ ସୂଚକାଙ୍କ ।ଶତାଧିକ ବିମାନ ବାତିଲ ସହ ୩ ଶହ ବିମାନ ଚଳାଚଳରେ ହୋଇଥିଲା ବିଳମ୍ବ। ଚଳିତ ଋତୁର ଏହା ଦ୍ବିତୀୟ ଖରାପ ସୂଚକାଙ୍କ ବୋଲି କହିଛି  କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଘନ କୁହୁଡ଼ି ପାଗ ସାଙ୍ଗକୁ ବାୟୁ ପ୍ରଦୂଷଣ ଏବଂ ଶ୍ବାସକ୍ରିୟାରେ ସମସ୍ୟା ଯୋଗୁଁ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ପଳାଇବାକୁ ଚିନ୍ତା କଲେଣି ଦିଲ୍ଲିବାସୀ।ଏହାରି ମଧ୍ଯରେ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚଅଦାଲତ।ଲୋକ ଜୀବନଶୈଳୀରେ ଆଣୁନାହାନ୍ତି ପରିବର୍ତ୍ତନ। ପାଳନ ହେଉନାହିଁ ଦିଆ ଯାଉଥିବା ନିର୍ଦ୍ଦେଶ ।ପ୍ରଦୂଷଣ ପାଇଁ ବିଶେଷ କରି ଗରିବ ଶ୍ରେଣୀ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି କହିଛନ୍ତି ଅଦାଲତ।ତେବେଦିଲ୍ଲୀ ପ୍ରଦୂଷଣ ନେଇ ୧୭ ତାରିଖରେ ସର୍ବୋଚ୍ଚଅଦାଲତଙ୍କ ହେବ ବଡ଼ ଶୁଣାଣି ।