ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

The Bharatiya Janata Party (BJP) has appointed Baijayant Panda as the Assam in-charge for the upcoming Assam Assembly elections. Baijayant Panda is currently serving as the National Vice President of the BJP. Similarly, for the Tamil Nadu Assembly elections, the party has appointed Union Minister Piyush Goyal as the Tamil Nadu in-charge. With the approval of BJP National President JP Nadda, BJP has assigned these responsibilities to Baijayant Panda and Piyush Goyal. Assembly elections in both states will be held next year.

ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଆସାମ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ପ୍ରଭାରୀ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି।ଏବେ ବିଜେପିର ଜାତୀୟ ଉପସଭାପତି ଅଛନ୍ତି  ବୈଜୟନ୍ତ ପଣ୍ଡା । ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁସ୍ ଗୋଏଲଙ୍କୁ ତାମିଲନାଡୁ ପ୍ରଭାରୀ ଭାବରେ ନିଯୁକ୍ତ କରିଛି ଦଳ ।  ଦଳର ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ବୈଜୟନ୍ ଏବଂ ପିୟୁସଙ୍କୁ ପଭାରୀ ନିଯୁକ୍ତ କରିଛି ବିଜେପି । ଆସନ୍ତା ବର୍ଷ ଏହି ଦୁଇ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ  ।