ମନ୍ତ୍ରୀଙ୍କ ବାସଭବନ ଆଗରେ ଆରଆଇ ଆଶାୟୀଙ୍କ ଘେରାଉ

Oct 3, 2024 - 13:36
 0  2
ମନ୍ତ୍ରୀଙ୍କ ବାସଭବନ ଆଗରେ ଆରଆଇ ଆଶାୟୀଙ୍କ ଘେରାଉ

ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ଆରଆଇ ପରୀକ୍ଷା ଦେଇଥିବା ପରିକ୍ଷାର୍ଥୀ। ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସହ ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ସେମାନେ କରିଛନ୍ତି ଘେରାଉ। ଏଥିସହ ଅନଲାଇନ୍ ବଦଳରେ ଅଫଲାଇନ କରିବାକୁ ସେମାନେ କରିଛନ୍ତି ଦାବି । ଏ ନେଇ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇ ବି ମିଳିନି କୌଣସି ସୁଫଳ। ଗତକିଛିଦିନ ପୂର୍ବରୁ ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆସିଥିଲା ଅଭିଯୋଗ ,ଯେଁଉଥିରେ ଗିରଫ ହୋଇଛନ୍ତି  ବୌଦ୍ଧର କିଛି ଅଭିଯୁକ୍ତ। 

What's Your Reaction?

like

dislike

love

funny

angry

sad

wow