ମହାକାଶରୁ ଫେରିବେ ସୁନିତା ୱିଲିଅମ୍ସ

Aug 25, 2024 - 11:44
 0  3
ମହାକାଶରୁ ଫେରିବେ ସୁନିତା ୱିଲିଅମ୍ସ

ଆସନ୍ତା ବର୍ଷ ତଥା ୨୦୨୫ ଫେବ୍ରୁଆରୀ ମାସରେ ମହାକାଶରୁ ଭୂପୃଷ୍ଠକୁ ଫେରିବେ ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ବ୍ଲିମୋର। ଏନେଇ ସୂଚନା ଦେଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ସ୍ପେସ୍ ଏକ୍ସର ସ୍ୱତନ୍ତ୍ର କ୍ରୁ କ୍ୟାପସୁଲ ଜରିଆରେ ସେମାନେ ପୃଥିବୀକୁ ଫେରିବେ ବୋଲି ମିଳିଛି ସୂଚନା।ଚଳିତ ବର୍ଷ ଜୁଲାଇ ୫ ତାରିଖରେ ୮ ଦିନ ପାଇଁ ମହାକାଶକୁ ଯାଇଥିଲେ ସୁନିତା ଓ ତାଙ୍କ ସହଯୋଗୀ। ମାତ୍ର ତାଙ୍କ କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ତାହା ମହାକାଶରେ ହୋଇ ଯାଇଥିଲା ନଷ୍ଟ। ସେବେଠାରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି ଉଭୟ ମହାକାଶଚାରୀ। 

What's Your Reaction?

like

dislike

love

funny

angry

sad

wow