ଆଖି ବୁଜିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର

ଆଖି ବୁଜିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର

ଭାରତର ଏୟାରଷ୍ଟ୍ରାଇକରେ ଆଖି ବୁଜିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର । କାନ୍ଦାହାର ହାଇଜାକ ଓ ସଂସଦ ଆକ୍ରମଣର ଥିଲା ସେ ମାଷ୍ଟରମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ହୋଇଥିଲା ଆହତ । ତାକୁ ହାସପାତାଳରେ ଭର୍ତ୍ତି କରାଯାଇଥିବାବେଳେ ଆଜି ତାର ହୋଇଛି ମୃତ୍ୟୁ  ।