ଅହମ୍ମଦାବାଦ ଭଳି ଭୁବନେଶ୍ବରରେ ହେବ ସାଇନ୍ସ ସିଟି

May 8, 2025 - 16:17
 0  5
ଅହମ୍ମଦାବାଦ ଭଳି ଭୁବନେଶ୍ବରରେ ହେବ ସାଇନ୍ସ ସିଟି

ଅହମ୍ମଦାବାଦ ଭଳି ଭୁବନେଶ୍ବରରେ ହେବ ସାଇନ୍ସ ସିଟି । ଏ ନେଇ ସୂଚନା ପ୍ରଦାନ କରିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବରରେ ସାଇନ୍ସ ସିଟି ହେବା ନେଇ ଲକ୍ଷ୍ୟ ରଖିଛନ୍ତି  ମୁଖ୍ୟମନ୍ତ୍ରୀ ।  ସବୁ ଜିଲ୍ଲାରେ ସାଇନ୍ସ ପାର୍କ ହେବ ବୋଲି ମଧ୍ଯ କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

 

What's Your Reaction?

like

dislike

love

funny

angry

sad

wow