ମେ’ ୧୫ରୁ ୨୦ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଏପ୍ରିଲ ୩୦ରେ ସରିବ ଯୁକ୍ତ ଦୁଇ ଖାତା ଦେଖା। ମେ’ ୧୫ରୁ ୨୦ ଭିତରେ ପ୍ରକାଶ ପାଇବ ପରୀକ୍ଷା ଫଳ। ପୂର୍ବରୁ ଏପ୍ରିଲ ୨୮ରେ ଖାତା ଦେଖା ସାରିବାକୁ ହୋଇଥିଲା ସ୍ଥିର। ହେଲେ ଗ୍ରୀଷ୍ମପ୍ରବାହ ଯୋଗୁଁ ମାଲକାନଗିରି ଓ ବରଗଡରେ ଦେଖା ଯାଇଥିଲା କିଛି ସମସ୍ୟା। ବର୍ତତ୍ମାନ ଦେଖା ସରିଲାଣି ୯୦ ପ୍ରତିଶତ ଖାତା। ଅନଲାଇନ ଅପଡେଶନ ପାଇଁ ଦୁଇ ଦିନ ଲାଗିବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।
What's Your Reaction?






