ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ସ୍ବାର୍ଡ

Jan 9, 2025 - 14:39
 0  1
ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ସ୍ବାର୍ଡ

ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲା ସ୍ତରୀୟ ସ୍କ୍ବାର୍ଡ । କାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସ୍କ୍ବାର୍ଡ ପହଂଚି ପାରୁ ନଥିବାରୁ ରାଜ୍ୟସ୍ତରୀୟ ସ୍କ୍ବାର୍ଡ ହେଉଥିଲା ଗଠନ । ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସ୍କ୍ବାର୍ଡ କରି ମିଳିଛି ସଫଳତା । ତାକୁ ଦୃଷ୍ଟିରେ ରଖି ଏଥର ସବୁ ଜିଲ୍ଲାରେ ସ୍କ୍ବାର୍ଡ ମୁତୟନ ହେବେ ବୋଲି କହିଛନ୍ତି  ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା। ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ରହିବେ ଗୋଟେ ଦଳ।କିନ୍ତୁ ପରୀକ୍ଷା ପରିଚାଳନାରେ ରହିବେନି ଛାତ୍ରଛାତ୍ରୀଙ୍କ ସମ୍ପର୍କୀୟ।

 

What's Your Reaction?

like

dislike

love

funny

angry

sad

wow