ରାସନ୍ କାର୍ଡରେ ମିଳିବ ଗହମ

Sep 27, 2024 - 12:20
 0  2
ରାସନ୍ କାର୍ଡରେ ମିଳିବ ଗହମ

 ଏଣିକି ରାସନ୍ କାର୍ଡରେ ମିଳିବ ଗହମ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଜାରି କରାଯାଇଛି ଚିଠି । ଓଡିଶା ସମେତ ୯ଟି ରାଜ୍ୟରେ ଆସନ୍ତା ଅକ୍ଟୋବର ମାସରୁ ଏହି ନିୟମ ଲାଗୁ ହେବ ବୋଲି ମିଳିଛି ସୂଚନା  । ଗହମ ବଣ୍ଟନ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

What's Your Reaction?

like

dislike

love

funny

angry

sad

wow