ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ବନ୍ଦ ରହିବ ଦର୍ଶନ

Sep 27, 2024 - 12:21
 0  2
ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ବନ୍ଦ ରହିବ ଦର୍ଶନ

ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ବନ୍ଦ ରହିବ ଦର୍ଶନ । ଲଗାଣ ବର୍ଷା ଯୋଗୁ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ କରାଯାଇଛି ବାରଣ  । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି  ଏଭଳି ନିଷ୍ପତ୍ତି । କେବଳ ମନ୍ଦିର ବାହାରେ ଭୋଗ କରିପାରିବେ  ଭକ୍ତ।  

What's Your Reaction?

like

dislike

love

funny

angry

sad

wow