ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା
![ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା](https://kalingascroll.in/uploads/images/202407/image_870x_66a340b7dad55.jpg)
ପୁଣି ଅଲୋଡ଼ା ହେଲା କନ୍ୟା ସନ୍ତାନ । ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା। ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କରଞ୍ଜମାଳ ପଞ୍ଚାୟତ ରାସ୍ତା କଡରୁ ଶିଶୁଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଉଦ୍ଧାର ପରେ ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କାହିଁକି ଏହି ନବଜାତ ଶିଶୁକନ୍ୟାକୁ ରାସ୍ତା କଡରେ ଛାଡିଦେଇଯାଇଛି ସେନେଇ କିଛି ସୂଚନା ମିଳି ନଥିବାବେଳେ ଖବର ପାଇ ପୁଲିସ ଯାଞ୍ଚ ଆରମ୍ଭ କରିଛି ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)