ରୁଷିଆର ସାରାତୋଭରେ ୟୁକ୍ରେନ ୯/୧୧ ଭଳି ଆକ୍ରମଣ

Aug 26, 2024 - 14:31
 0  5
ରୁଷିଆର ସାରାତୋଭରେ ୟୁକ୍ରେନ  ୯/୧୧ ଭଳି ଆକ୍ରମଣ

 ପୁଣି ତୀବ୍ର ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ। ରୁଷିଆର ସରାଟୋଭ ଅଞ୍ଚଳରେ ୯/୧୧ ଭଳି ଆକ୍ରମଣ କରି ବିଶ୍ୱକୁ ଚକିତ କରିଛି ୟୁକ୍ରେନ ।  ଡ୍ରୋନ ସାହାଯ୍ୟରେ ୟୁକ୍ରେନ ଗୋଟିଏ ପରେ ଗୋଟିଏ ବହୁ ମହଲା କୋଠା ଉପରେ କରିଛି ଆକ୍ରମଣ । ଏହାର ପ୍ରତିବାଦରେ ୟୁକ୍ରେନର ରାଜଧାନୀ କିଭ୍ ସମେତଏକାଧିକ ସହର ଉପରେ ଡ୍ରୋନ୍ ଏବଂ ମିସାଇଲ ମାଡ଼ କରିଛି ରୁଷିଆ। ୟୁକ୍ରେନର ବିଭିନ୍ନ ସହରରେ ଏବେବି  ଶୁଣିବାକୁ ମିଳୁଛି ବିସ୍ଫୋରଣର ଶବ୍ଦ। ଭୟଭୀତ ହୋଇ ଭୂତଳ ମେଟ୍ରୋ ଷ୍ଟେସନ ଏବଂ ବଙ୍କରରେ ଲୁଚି ଯାଇଛନ୍ତି ୟୁକ୍ରେନବାସୀ।

What's Your Reaction?

like

dislike

love

funny

angry

sad

wow