ସଂସଦରେ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ

Jan 31, 2025 - 15:57
 0  2
ସଂସଦରେ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ

ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି ଅର୍ଥମନ୍ତ୍ରୀ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ବା ଅଭିବୃଦ୍ଧି ହାର ୬.୩ରୁ ୬.୮ ପ୍ରତିଶତ ମଧ୍ୟରେ ରହିବା କରାଯାଇଛି ଅନୁମାନ। ଅର୍ଥାତ୍ ଆସନ୍ତା ବର୍ଷ କମିପାରେ ଅର୍ଥନୈତିକ ଅଭିବୃଦ୍ଧି ହାର। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହ୍ରାସର କାରଣ ରହିଛି ଉଲ୍କେଖ । ଅର୍ଥନୈତିକଙ୍କ ସର୍ବେକ୍ଷଣ ଅନୁଯାୟୀ, ବାହ୍ୟ ଆହ୍ୱାନ ପାଇଁ  କମିଛି ଦେଶ ଅଭିବୃଦ୍ଧି।  ସେହିପରି ସର୍ବେକ୍ଷଣରେ ଚୀନର ଉତ୍ପାଦନ କ୍ଷେତ୍ର ଉପରେ ନିର୍ଭରତାକୁ ନେଉ କରାଯାଇଛି  ଚିନ୍ତା ବ୍ୟକ୍ତ ।

What's Your Reaction?

like

dislike

love

funny

angry

sad

wow