ସଫଳ ହେଲାନି EOS-09 ଉପଗ୍ରହର ଉତକ୍ଷେପଣ

May 18, 2025 - 13:48
 0  6
ସଫଳ ହେଲାନି EOS-09 ଉପଗ୍ରହର ଉତକ୍ଷେପଣ

ସଫଳ ହେଲାନି ଭାରତୀୟ ମହାକାଶ ଗବେଷଣା ସଂଗଠନ ତଥା ଇସ୍ରୋର ୧୦୧ତମ ଅଭିଯାନ।ତୃତୀୟ ସୋପାନରେ ଉପୁଜିଲା ବାଧା । PSLV C-61 ରକେଟ୍ ରେ ତ୍ରୁଟି ଦେଖାଦେବାରୁ ଇସ୍ରୋର EOS-09 ଉପଗ୍ରହର  ଅଭିଯାନ ହୋଇନି ସଫଳ।ଏନେଇ  ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଭି. ନାରାୟଣନ ।ଖୁବ ଶୀଘ୍ର ନୂଆ ଅଭିଯାନ ନେଇ ଘୋଷଣା କରାଯିବ ବୋଲି ସୂଚନା ଦେଇଛି ଇସ୍ରୋ।

What's Your Reaction?

like

dislike

love

funny

angry

sad

wow