ସ୍ନାନ ପୂର୍ଣ୍ଣିମା‌ ପାଇଁ ଟ୍ରାଫିକ୍‌ କଟକଣା ହେଲା ଜାରି

Puri Police has issued traffic restrictions for the occasion of Snana Purnima. These restrictions will come into effect from the evening of the 10th. Four-wheelers will be restricted from entering the stretch between Medical Chhak and the Shree Jagannath Temple. For two-wheelers, parking arrangements have been made at the Market Chhak Municipal Market Complex. Four-wheelers coming from Bhubaneswar side can park at Jail Road and Shradha Bali. For visitors coming from Konark, parking arrangements have been made at Shradha Bali. Vehicles arriving from Brahmagiri side can be parked at Yatra Kar. Puri SP Vineet Agrawal has requested all to comply with the traffic restrictions.

Jun 8, 2025 - 16:03
 0  9
ସ୍ନାନ ପୂର୍ଣ୍ଣିମା‌ ପାଇଁ ଟ୍ରାଫିକ୍‌ କଟକଣା ହେଲା ଜାରି

ସ୍ନାନ ପୂର୍ଣ୍ଣିମା‌ ପାଇଁ ଟ୍ରାଫିକ୍‌ କଟକଣା ଜାରି କରିଛି ପୁରୀ ପୋଲିସ । ୧୦ ତାରିଖ ସନ୍ଧ୍ୟା ଠାରୁ ଏହି କଟକଣା ହେବ  ଲାଗୁ  । ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ଚାରି ଚକିଆ ଯାନ ଉପରେ ରହିବ କଟକଣା । ଦୁଇ ଚକିଆ ଯାନ ପାଇଁ ମାର୍କେଟ ଛକ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ହୋଇଛି ପାର୍କିଂ ବ୍ୟବସ୍ଥା । ଭୁବନେଶ୍ୱର ଆଡୁ ଆସିବାକୁ ଥିବା ଚାରିଚକିଆ ଯାନ ଜେଲ୍ ରୋଡ, ଶରଧାବାଲିରେ କରିପାରିବେ ପାର୍କିଂ । କୋଣାର୍କ ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ଶରଧାବାଲି ଠାରେ କରାଯାଇଛି ପାର୍କିଂ  ବ୍ୟବସ୍ଥା  । ବ୍ରହ୍ମଗିରି ଆଡୁ ଆସୁଥିବା ଗାଡ଼ି ଗୁଡିକ ଯାତ୍ରୀକାରେ କରିପାରିବେ ପାର୍କିଂ । ଏହି ଟ୍ରାଫିକ୍ କଟକଣାକୁ ଅନୁପାଳନ କରିବା ପାଇଁ  ଅନୁରୋଧ କରିଛନ୍ତି ପୁରୀ ଏସ୍ପି ବିନୀତ ଅଗ୍ରୱାଲ । 

What's Your Reaction?

like

dislike

love

funny

angry

sad

wow