୮୨ ବର୍ଷରେ ପାଦ ଥାପିଲେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ

Oct 11, 2024 - 12:00
 0  2
୮୨ ବର୍ଷରେ ପାଦ ଥାପିଲେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ

 ୮୨ ବର୍ଷ ବୟସରେ ପାଦ ଥାପିଲେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ।ଏହାକୁ ନେଇ ସାରା ବିଶ୍ୱରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ପ୍ରଶଂସକଗଣ। ପରିଣତ ବୟସରେ ବି ସକ୍ରିୟ ଭାବରେ ବଲିଉଡରେ କାମ କରୁଛନ୍ତି ବିଗ୍ ବି’। ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରି ସାରିଛନ୍ତି ଅଭିନୟ । ୫ ଦଶନ୍ଧୀ ଧରି ସେ କରି ଆସୁଛନ୍ତି ଦର୍ଶକଙ୍କ ମନୋରଞ୍ଜନ।  ୧୯୬୯ରେ ରିଲିଜ ଚଳଚ୍ଚିତ୍ର ସାତ ହିନ୍ଦୁସ୍ତାନୀରୁ  ଅଭିନୟ ଜୀବନ ଆରମ୍ଭ କରିଥିଲେ ଅମିତାଭ ବଚ୍ଚନ  ।

What's Your Reaction?

like

dislike

love

funny

angry

sad

wow