ଆମେରିକାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ‘ମିଲଟନ

Oct 11, 2024 - 12:07
 0  6
ଆମେରିକାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ‘ମିଲଟନ

ଆମେରିକାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ‘ମିଲଟନ’। ଏଥିରେ ୧୪ ଜଣଙ୍କର ଯାଇଛି ଜୀବନ। ବଡ଼ଧରଣର ବିଦ୍ୟୁତ ବିଭ୍ରାଟ ସହ ହୋଇଛି ବ୍ୟାପକ କ୍ଷୟକ୍ଷତି। ସେହିପରି ଭାଙ୍ଗି ଯାଇଛି ଅନେକ ଘରଦ୍ୱାର। ବୁଧବାର ରାତିରେ ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁଥିଲା ମିଲଟନ। ଏଥିଯୋଗୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୨୦୫ କିମି ବେଗରେ ବହିଥିଲା ପବନ  । 

What's Your Reaction?

like

dislike

love

funny

angry

sad

wow