ଆଇଏଲଏସ ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ ପରଲୋକ

Aug 25, 2024 - 13:19
 0  3
ଆଇଏଲଏସ ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ ପରଲୋକ

ହୃଦଘାତରେ ଆଇଏଲଏସ ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ ପରଲୋକ । ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ପ୍ରଥମେ କହିଥିଲା ପୋଲିସ । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଥିଲା ଉଲ୍ଲେଖନୀୟ ଅବଦାନ ।ଆଜି ସକାଳୁ ସନ୍ଦିପଙ୍କୁ ନିଜ ଘରୁ ଗୁରୁତର ଅବସ୍ଥାରେ କରାଯାଇଥିଲା ଉଦ୍ଧାର । ଏହାପରେ ତାଙ୍କୁ ତୁରନ୍ତ ଏକ ଘରୋଇ ହାସପାତାଳରେ ଭର୍ତ୍ତି କରାଯାଇଥିଲାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

What's Your Reaction?

like

dislike

love

funny

angry

sad

wow