ଆଜି ସ୍ବାଭାବିକ ହୋଇଛି ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି

The rituals of Lord Lingaraj have returned to normal today. Following the completion of the Mangala Alati, general darshan has resumed. Lord Lingaraj had been fasting since Tuesday night. Rituals could not be performed even on Makar Sankranti on Wednesday. A dispute had arisen between the Badhu and Brahmin Nijogs over the Kheera Auta ritual. However, the Badhu Nijog has held the temple administration responsible for the disruption of Lord Lingaraj’s rituals.

Jan 15, 2026 - 15:36
 0  1
 ଆଜି ସ୍ବାଭାବିକ ହୋଇଛି ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି

 ଆଜି ସ୍ବାଭାବିକ ହୋଇଛି ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି।ମଙ୍ଗଳ ଆଳତୀ ସରିବା ପରେ ଚାଲିଛି ସାଧାରଣ ଦର୍ଶନ।ମଙ୍ଗଳବାର ରାତିରୁ ଉପବାସରେ ଥିଲେ ଲିଙ୍ଗରାଜ। ବୁଧବାର ମକର ସଂକ୍ରାନ୍ତିରେ ବି ହୋଇପାରିନଥିଲା ନୀତି ।କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ଦେଖାଦେଇଥିଲା ବିବାଦ ।ତେବେ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରିଛି ବଡ଼ୁ ନିଯୋଗ ।

What's Your Reaction?

like

dislike

love

funny

angry

sad

wow