ଆସନ୍ତା ୨୫ ତାରିଖ ଯାଏଁ ହେବ ବର୍ଷା

Feb 23, 2025 - 12:31
 0  6
ଆସନ୍ତା ୨୫ ତାରିଖ ଯାଏଁ ହେବ ବର୍ଷା

ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ। ଆସନ୍ତା ୧୨ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା ।ବାଲେଶ୍ୱର , ଭଦ୍ରକ ,ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ,ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝର କୁ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ପାଇଁ ଜାରି ହୋଇଛି କମଳା ସର୍ତକତା ସେହିପରି ସମ୍ବଲପୁର,  ଦେଓଗଡ, ଅନୁଗୁଳ, ନୟାଗଡ,  ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଜପତି, ଗଂଜାମ ,ରାୟଗଡା, କଳାହାଣ୍ଡି ଓ କନ୍ଧମାଳ କୁ ହଳଦିଆ ସର୍ତକତା ଜାରି କରିବା ସହ ୪୦ ରୁ ୫୦ କିମି  ପବନ ବହିବାର  ସମ୍ଭାବନା ଦେଇଛି  ପାଣିପାଗ ବିଭାଗ।


 

What's Your Reaction?

like

dislike

love

funny

angry

sad

wow