ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍
Israel has launched a large-scale airstrike near Tehran, the capital of Iran. The military offensive has reportedly begun in areas close to Tehran, targeting Iran’s nuclear program and key scientists involved in it. Israeli Defense Minister Yoav Gallant (note: corrected name from Iaan Katz to Yoav Gallant) stated that there is a high possibility of retaliatory missile and drone attacks from Iran. Following the airstrike, a state of emergency has been declared in Israel.

ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍ । ଇରାନର ରାଜଧାନୀ ତେହେରାନ ନିକଟବର୍ତୀ ଅଞ୍ଚଳରେ ସାମରିକ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ କରାଯାଇଛି ନିଶାଣ । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇଆନ କାଟଜ୍ କହିଛନ୍ତି ଯେ, ଇରାନରୁ ପ୍ରତିଶୋଧମୂଳକ ମିସାଇଲ ଓ ଡ୍ରୋନ ଆକ୍ରମଣର ରହିଛି ଆଶଙ୍କା । ଏହି ଆକ୍ରମଣ ପରେ ଇସ୍ରାଏଲରେ ଘୋଷଣା କରାଯାଇଛି ଜରୁରୀକାଳୀନ ସ୍ଥିତି ।
What's Your Reaction?






