ଏଥର ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ

Mahashivratri, also known as Jagar, will be celebrated on the 15th. There is no confusion regarding the date. The Mahadeep will be lit at the Lingaraj Temple at 10 PM. This information was shared by the temple supervisor.

Feb 10, 2026 - 15:59
 0  2
ଏଥର ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ

 ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି ବା ଜାଗର। ଏଥିରେ ନାହିଁ କୌଣସି ପ୍ରକାର ଦନ୍ଦ୍ୱ । ସେହିପରି ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ ।ଏନେଇ ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର।

 

What's Your Reaction?

like

dislike

love

funny

angry

sad

wow