ଓଡିଶାରୁ ଉଭାନ୍ ଶୀତ

ଓଡିଶାରୁ ଉଭାନ୍ ହୋଇଗଲାଣି ଶୀତ। ହାତଗଣତି କିଛି ସ୍ଥାନକୁ ଛାଡ଼ିଲେ ବାକି ସବୁଠି ୧୫ ଡିଗ୍ରୀ ଉପରେ ରହୁଛି ରାତି ତାପମାତ୍ରା। ଆସନ୍ତା ୧ ତାରିଖରୁ ରାତି ତାପମାତ୍ରା ଆହୁରି ବଢ଼ିବ ।ଫଳରେ ଶୀତ ପୂରା ଗାଏବ ହୋଇଯିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ସୋମବାର ଝାରସୁଗୁଡ଼ା ଓ ରାଉରକେଲାର ସବୁଠୁ କମ୍ ବା ୮ ଡିଗ୍ରୀ ଥିଲା ରାତି ତାପମାତ୍ରା।
What's Your Reaction?






