କୁଖ୍ଯାତ ଆତଙ୍କବାଦୀ ରିଜୱାନ ଅବଦୁଲ ଗିରଫ
ସ୍ୱାଧିନତା ଦିବସ ପୂର୍ବରୁ ଦିଲ୍ଲୀରୁ ଗିରଫ ହେଲା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି। ସେ ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ସାମିଲ। ୨୦୨୩ରେ ପୁଣେ ପୋଲିସ ହେପାଜତରୁ ଖସି ପଳାଇଥିଲା ରିଜଓ୍ବାନ।ସ୍ୱାଧୀନଦା ଦିବସ ପୂର୍ବରୁ ଦିଲ୍ଲୀରେ କୌଣସି ବଡ଼ ଧରଣର ଯୋଜନା କରୁଥିଲା ଏହି କୁଖ୍ୟାତ ଆତଙ୍କୀ। ଏହାପୂର୍ବରୁ ତାକୁ ଆଜି ଗିରଫ କରିଛି ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ୍। ରିଜୱାନ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ କରାଯାଇଥିଲା ଘୋଷଣା।
What's Your Reaction?