ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୮, ୨୯ ଏବଂ ୩୦ ଭିତରୁ କେଉଁ ଦୁଇ ଦିନରେ ଓଡ଼ିଶା ଗସ୍ତର ରହିଛି କାର୍ଯ୍ୟକ୍ରମ ।ଭୁବନେଶ୍ବରରେ ବିଧାୟକଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଦେବେ ଯୋଗ। ଏହା ସହିତ ସମ୍ବଲପୁର ଗସ୍ତରେ ଯିବାର ରହିଛି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଚୂଡ଼ାନ୍ତ ପରେ ସୂଚନା ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।ଏବେ କେନ୍ଦ୍ର ନେତୃତ୍ୱଙ୍କ ଫୋକସରେ ରହିଛି ଓଡ଼ିଶା । ନିକଟରେ ୩ ଦିନ ଓଡ଼ିଶାରେ ରହିଥିଲେ ପ୍ରଧାନମନ୍ତ୍ରୀ । ପୁଣି ଜାନୁଆରୀରେ ୨ ଥର ଆସିବେ ମୋଦୀ
What's Your Reaction?






