ଦୁବାଇରୁ ଭାରତର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଷ୍ଟର ଜସବିନ୍ଦର ଓରଫ ଜାଜ୍ ଗିରଫ
ଦୁବାଇରୁ ଗିରଫ ହେଲେ ଭାରତର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଷ୍ଟର ଜସବିନ୍ଦର ଓରଫ ଜାଜ୍। ଭାରତୀୟ ଏଜେନ୍ସିଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରମୁଖ ଡ୍ରଗ୍ସ ସିଣ୍ଡିକେଟ୍ର ମାଷ୍ଟରମାଇଣ୍ଡ ଜସବିନ୍ଦରଙ୍କୁ ଗିରଫ କରିଛି ଇଣ୍ଟରପୋଲ୍ । ପୂର୍ବରୁ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା ଏନ୍ସିବି । ଜସବିନ୍ଦର ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ ପାଇଁ କାମ କରୁଥିବା ହୋଇଛି ଅଭିଯୋଗ ।
What's Your Reaction?